Jump to content

ଗେଷ୍ଣୁ

ଉଇକିଅଭିଧାନ‌ରୁ

ଗେଷ୍ଣୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୈ ଧାତୁ=ଗାଇବା+କର୍ତ୍ତୃ. ଇଷ୍ଣୁ)

[ସମ୍ପାଦନା]
୧. ଗାୟକ — ୧. Singer.
୨. ସାମବେଦ ଗାନକାରୀ — ୨. Singer of Sāmabeda hymns.


୩. ନଟ —An actor.