Jump to content

ଗେହ

ଉଇକିଅଭିଧାନ‌ରୁ

ଗେହ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଗ=ଗଣେଶ+ଈହ ଧାତୁ=ଇଚ୍ଛା କରିବା+କର୍ମ. ଅ)— (ଯେଉଁଠାରେ ଲୋକେ ଗଣେଶ ଆଦି ଦେବତାଙ୍କୁ ପ୍ରତିଷ୍ଠା କରି ପୂଜା କରିବାକୁ ଇଚ୍ଛା କରନ୍ତି)

[ସମ୍ପାଦନା]
୧. ଗୃହ; ଆଳୟ —୧. Home; house.
୨. ବାସସ୍ଥାନ —୨. Habitation.