ଗେହିବା
ଦେଖଣା
ଗେହିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି. (ଅଶ୍ଲିଳ ସଂସ୍କୃତ - ଗୃହ—ତୁଳ. ଗୃହମେଧୀ=ଯେ ଗୃହୀଣୀ ସଙ୍ଗେ ଗୃହମେଧୀ ପାଳନ କରେ)
[ସମ୍ପାଦନା]ସଙ୍ଗମ କରିବା; ମୈଥୁନ କରିବା —To cohabit.
ପ୍ରାଦେଶିକ - (ଗଞ୍ଜାମ)କ୍ରିୟାପଦ -
[ସମ୍ପାଦନା]ବହୁ ଜନତା ମଧ୍ୟରୁ ଉଠି ହଠାତ୍ ସ୍ଥାନାନ୍ତରକୁ ଯିବା — To suddenly move away from a crowd to another place; to leave a company very suddenly.