Jump to content

ଗେହେଶୂର

ଉଇକିଅଭିଧାନ‌ରୁ

ଗେହେଶୂର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗେହେ=ଘରେ+ଶୁର=ବୀର)

[ସମ୍ପାଦନା]
୧. କାପୁରୁଷ ବ୍ୟକ୍ତି —୧. A coward.
୨. ଯେଉଁ ବ୍ୟକ୍ତି ଘରଭିତରେ ମାଇପଙ୍କ ଆଗରେ ବୀରତ୍ନ ପ୍ରକାଶ କରେ କିନ୍ତୁ ବାହାରେ କାପୁରୁଷତା ଦେଖାଏ — ୪. One who brags of his prowess before the females of the house but flies away at the firts approach of danger in the field.