Jump to content

ଗୈରେୟ

ଉଇକିଅଭିଧାନ‌ରୁ

ଗୈରେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗିରି+ଜାତାର୍ଥେ. ଏୟ)

[ସମ୍ପାଦନା]
୧. ଗେରୁ — Red ochre.
୨. ଲୋଭାନ୍; ଶିଳାଜତୁ; ପର୍ବତରୁ ନିଃସୃତ କୃଷ୍ଣବର୍ଣ୍ଣ ତୈଳ— ବିଶେଷ —୨. Bitumen; benzoin.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପର୍ବତଜାତ —Found in the mountains; mountain-born.