Jump to content

ଗୋଁଆଁର୍

ଉଇକିଅଭିଧାନ‌ରୁ

ଗୋଁଆଁର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଗ୍ରାମ୍ୟ)

[ସମ୍ପାଦନା]
୧. ଏକଜିଦିଆ; ଜିଦିଖୋର୍; ଏକଛାୟାଁ; ଏକବାଗିଆ; ଗୁଆଁର —୧. Obstinate.
୨. ନିର୍ବୋଧ; ଗମାର; ଓଲୁ —୧. Foolish;stupid.
୩. ମଫସଲିଆ; ଗ୍ରାମ୍ୟ; ଗାଁଉଲି — ୩. Simpletion; simple as village-folk.
୪. ମୁସଲମାନ୍ମାନଙ୍କ ମହରମର ରୋଦନ—ରାତ୍ରିରେ ଶବାଧାର (ତାଜିଆ)କୁ ନେଇ ଶୋଭାଯାତ୍ରା କରିବା ଉତ୍ସବ — ୪. The ceremony of carrying the coffin in a procession dering the Mohorram festival among the Mahomedans.