ଗୋଆଳ
(ଗୋଆଲୁଣୀ—ସ୍ତ୍ରୀ)
ଗଉଡ଼ — Milkman.
ଧର୍ମ କରି ଗୋପେ ଗୋଆଳେ ପୋଷନ୍ତି ମନରେ ସୁହ୍ନଦେ ନାହିଁ ପ୍ରାଚୀ—ରହସ୍ୟମଞ୍ଜରୀ