ଗୋଇ
ଦେଖଣା
ଗୋଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଇ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଗୋପନ; ଗୋପ୍ୟ; ଗୁପ୍ତ)— ମର୍ମକଥା; ଗୁପ୍ତକଥା —୧. Secrets.
- ୨. ଗୃହଛିଦ୍ର; ପାରିବାରିକ ଛିଦ୍ର କଥା — ୨. Family-secrets.
- ୩. (ସଂସ୍କୃତ - ଗୋଧିକା) ଗୋଧିସାପ —୩. Iguana.
- ୪. (ସଂସ୍କୃତ - ଗର୍ତ୍ତ) ଗର୍ତ୍ତ; ପହଣୀ —୪. A den; a trench made in the ground.
- ୫. ସ୍ତ୍ରୀ. (ସଂସ୍କୃତ - ଗୋପୀ)—ଗଉଡ଼ୁଣୀ; ଗୋପାଙ୍ଗନା — ୫. A female of the cowherd caste.