ଗୋଇଠାଅଇଣ୍ଠାଖିଆ
ଦେଖଣା
ଗୋଇଠାଅଇଣ୍ଠାଖିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଇଠାଅଇଣ୍ଠାଖିଆ
|
ଦେଶଜ - ବିଶେଷ୍ୟ - ପୁଂ.
[ସମ୍ପାଦନା]ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତି ନିକଟରେ ସବୁବେଳେ କୁକୁର ପରି ପଡ଼ି ଗୋଇଠା ମାଡ଼ା ସହି ଓ ଅନ୍ୟବ୍ୟକ୍ତିର ଉଚ୍ଛିଷ୍ଟ ଖାଇ ବଞ୍ଚୁଥାଏ —୧. A toady or parasite who lives with another person who deals him kicks and gives him the leavings of his table to subsisit upon.
- ୨. କୁକୁର —୨. A dog.