ଗୋକର୍ଣ୍ଣ
ଦେଖଣା
ଗୋକର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୋ+ କର୍ଣ୍ଣ)
[ସମ୍ପାଦନା]- ୧. ଏକ ଚାଖଣ୍ଡ ପରିମାଣ; ଅନାମିକା ପ୍ରାନ୍ତରୁ ଅଙ୍ଗୁଷ୍ଠ ପ୍ରନ୍ତ ପର୍ଯ୍ୟନ୍ତ ପରିମାଣ — ୧. A lineal measure; one span.
- ୨. ଗଣ୍ଡୁଷ —୨. Sip (of drink).
- ୩. ମୃଗବିଶେଷ —୩. A kind of deer.
- ୪. ଅଶ୍ୱତର —୪. Mule.
- ୫. ସର୍ପ —୫. Serpent.
- ୬. ରୁଦ୍ରବିଶେଷ —୬. A class of Rudra Deity.
- ୭. ଦାକ୍ଷିଣତ୍ୟର ଅନ୍ତର୍ଗତ ତୀର୍ଥବିଶେଷ — ୭. Name of a sacred place of pligrimage in Deccan.
- ୮. ହିମାଳୟର ଅନ୍ତର୍ଗତ ତୀର୍ଥବିଶେଷ —୮. Name of a secred place in the Himalayas.
[ଦ୍ରଷ୍ଟବ୍ୟ —ଏଠାରେ ଭଗୀରଥି ତପସ୍ୟା କରିଥିଲେ ବୋଲି ପ୍ରବାଦ ଅଛି]
- ୯. କାଶୀସ୍ଥ ଶିବଲିଙ୍ଗବିଶେଷ; ଗୋକର୍ଣ୍ଣୋଶ୍ୱର —୯. Name of a phallice emblem in Benares.