Jump to content

ଗୋକଳ

ଉଇକିଅଭିଧାନ‌ରୁ

ଗୋକଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଗୁଗ୍ଗୁଳ)

[ସମ୍ପାଦନା]

ଧୁପ ଉପକରଣ ସୁଗନ୍ଧନିର୍ଯ୍ୟାସ ବିଶେଷ —Indian Bdellium used as incense.

[ଦ୍ରଷ୍ଟବ୍ୟ —ଏହାକୁ ଝୁଣା ସଙ୍ଗେ ମିଶାଇ ଧୂପ ଦିଆଯାଏ]

ସଂସ୍କୃତ - ବିଶେଷ୍ୟ - (ଗୋ+ କଳ)

[ସମ୍ପାଦନା]
୧. ଗୋ ଗ୍ରାସ — ୧. A mouthful for a cow.
୨. ଗୋରୁକୁ ଦେବା ଘାସ —୨. Grass given to a cow.