ଗୋକୁଳ
ଦେଖଣା
ଗୋକୁଳ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଗୋ+କୁଳ=ସମୂହ)
[ସମ୍ପାଦନା]- ୧. ଗୋସମୂହ — ୧. A herd of cattle.
- ୨. ଗୁହାଳ —୨. Cow-house.
- ୩. ଗୋଗୋଷ୍ଠ —୩. Cattle-pen.
- ୪. ଗୋପପୁର; ମଥୁରାଠାରୁ ସାତ ମାଇଲି ଦୂରରେ ଥିବା ଯମୁନା ତୀରସ୍ଥ ପ୍ରାଚୀନ ଗ୍ରାମ ବିଶେଷ (ଏହିଠାରେ ଶ୍ରୀକୃଷ୍ଣ ବାଲ୍ୟକଳରେ ନନ୍ଦ ଯଶୋଦାଙ୍କଦ୍ୱାରା ଲାଳିତ— ପାଳିତ ହୋଇଥିଲେ; ଏହାର ଆଧୁନିକ ନାମ ମହାବନ; ବର୍ତ୍ତମାନ ଯେଉଁ ଗ୍ରାମକୁ ସ୍ଥାନୀୟ ଲୋକ ଗୋକୁଳ ବୋଲି ଡ଼ାକନ୍ତି ତାହା ପ୍ରାଚୀନ ଗୋକୁଳ ନୁହେ ହିନ୍ଦୀ - ଶବ୍ଦସାଗର) —୪. A village on the banks of J̄amunā (the theatre of Ṡrīkṛushṇa's boyish feats) seven miles to the east of Mathurā.
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଗୁଗ୍ଗୁଳ)
[ସମ୍ପାଦନା]ଗୋକଳ (ଦେଖ) - — Gokaḻa (See)