Jump to content

ଗୋକୁଳାନନ୍ଦ

ଉଇକିଅଭିଧାନ‌ରୁ
(ଗୋକୁଳଳାନନ୍ଦରୁ ଲେଉଟି ଆସିଛି)

ଗୋକୁଳାନନ୍ଦ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଗୋକୁଳ+ଆନନ୍ଦ; ଗୋକୁଳ (ଗ୍ରାମର) ଆନନ୍ଦ ସଦୃଶ୍ୟ) ଶ୍ରୀକୃଷ୍ଣଙ୍କର ନାମବିଶେଷ — An epithet of Ṡrīkṛushṇa (the delight of the village of Gokuḻa).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୁରୁଷଙ୍କ ନାମବିଶେଷ —A name given to males.