ଗୋକ୍ଷୀର
ଗୋଦୁଗ୍ଧ; ଗାଈଦୁଧ — Cow's milk.
[ଦ୍ରଷ୍ଟବ୍ୟ —ଏ ଶବ୍ଦରୁ ଗଡ଼ଜାତରେ ପ୍ରଚଳିତ 'ଓଖର' ଶବ୍ଦର ଉତ୍ପତ୍ତି ହୋଇଅଛି]