Jump to content

ଗୋଖା

ଉଇକିଅଭିଧାନ‌ରୁ

ଗୋଖା

ଗୋଖଣା, ଗୋଖ୍ଣୀ,ଗୋଖୁଣୀସ୍ତ୍ରୀ.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନଖ — Nail

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଓଡ଼ିଶାର ଧୀବରଶ୍ରେଣୀୟ ନୀଚ ଜାତିବିଶେଷ —A low caste of Sūdras following the profession of fisherman.

ଗଉଡ଼ଭଣ୍ଡାରୀ ଗଖା, ନିତି ଭାଙ୍ଗୁଥିବ ପଖା, ତେବେ ଯାଇଁ ଦେବେ ଦେଖା—ଢ଼ଗ

ଦେଶଜ - ବିଶେଷଣ -

[ସମ୍ପାଦନା]

ନିର୍ବୋଧ କାଣ୍ଡଜ୍ଞାନଶୂନ୍ୟ — Follish; rash.



ଉଚ୍ଚାରଣ

[ସମ୍ପାଦନା]

$1

  • (file)
  • (file)