ଗୋଚନ୍ଦନା
ଏକ ପ୍ରକାର ବିଷାକ୍ତ ଜୋକ — A kind of poisonous leech.
[ ଦ୍ର—ଏହାର ଲାଞ୍ଜ ମୋଟା ଓ ଦୁଇଫାଳିଆ ସୁଶ୍ରୁତ ଅନୁସାରେ ଏ କାମୁଡ଼ିଲେ ଦଷ୍ଟଜୀବର ଦେହ ଫୁଲିଯାଏ ଓ ଘନଘନ ମୂର୍ଛାହୁଏ ]