Jump to content

ଗୋଛି

ଉଇକିଅଭିଧାନ‌ରୁ

ଗୋଛି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁଚ୍ଛ)

[ସମ୍ପାଦନା]
୧. ମାଂସପେଶୀ — ୧. Muscles; tendon.
୨. ଗୋଡ଼ର ଶିରା ମାନ ଗୋଇଠି ଉପରେ ଯେଉଁଠାରେ ଏକତ୍ର ହୋଇଥାଏ —୨. The place where the muscles of the leg meet; Tendo Achillis.

ସବି ଶିର ଯାକ ଗୋଛିରେ ଲୋଚା—ଢ଼ଗ

୩. ବେକର ଯେଉଁ ଅଂଶରେ ଶରୀରର ଶିରଯାକ ଏକତ୍ର ହୋଇଥାଏ —୩. Trapezi muscles.
୪. ବେକର ପଛଆଡ଼େ ଯେଉଁ ଅଂଶରେ ଶରୀରର ଶିରଯାକ ଏକତ୍ର ହୋଇଥାଏ —୪. Trapezi muscles.
:୫. ଛୋଟ ଗଛା —୫. A small bundle.