Jump to content

ଗୋଛିହେବା

ଉଇକିଅଭିଧାନ‌ରୁ

ଗୋଛିହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ତୁଳା ଦେବା — ୧. To be compared.
୨. ସମାନ ହେବା —୨. To be equal to.

ମୂଳୁ ଗୁରୁ ସଙ୍ଗତେ ଯେ କେହି ନୋହେ ଗୋଛି କୃଷ୍ନସିଂହ. ମହାଭାରତ. ଆଦି