ଗୋଜ
ଦେଖଣା
ଗୋଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମେଖ; ମୁନିଆଁ କୀଳା — ୧. Pointed pin; peg; stake.
- ୨. ଗୃହର ଚାଳଭିତରେ ବସାଯିବା କାଷ୍ଠକୀଳକ — ୨. Wooden pag set in the roof of a theatched house.
ଅନୁବାଦ
[ସମ୍ପାଦନା]ଗୋଜ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସୂକ୍ଷ୍ମାଗ୍ର; ମୁନିଆଁ; ଗୋଜିଆ — ୧. Tapering to a point; pointed.
- ୨. ସଂକୁଞ୍ଚିତ ହୋଇ ମୁନିଆଁ କରା ଯାଇଥିବା — ୨. Curled to a point.
ଗୋଜ ଶ୍ରୀମୁଖସାରସ କରି କରିବା ହରଷ ଉତକରଷ— ଭଞ୍ଜ. ପ୍ରେମସୁଧାନିଧି