Jump to content

ଗୋଜିହ୍ୱା

ଉଇକିଅଭିଧାନ‌ରୁ

ଗୋଜିହ୍ୱା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କୋବି; କୃଷିଜାତ ଶାକଗୁଳ୍ମବିଶେଷ (ହିନ୍ଦୀ - ସଦ୍ଧସାଗର) —୧. Cabbage.
୨. ବନ୍ୟ ତୃଣବିଶେଷ — ୨. A kind of wild grass.

[ ଦ୍ର—ଏହାର ପତ୍ର ଲମ୍ୱ ଓ ଫୁଲକୋବିର ପତ୍ର ପରି; ଏଥିରେ ହଳଦିଆ ରଙ୍ଗର ଚକ୍ରାକାର ଫୁଲ ଧରେ; ଏ ଘାସକୁ ପଶୁମାନେ ଆଗ୍ରହ ସହକାରେ ଖାଆନ୍ତି ବୈଦ୍ୟକ ଅନୁସାରେ ଏହା ଶୀତଳ, ଲଘୁ, ବାତକାରକ ଏବଂ କଫ, ପିତ୍ତ, କାସ, ରକ୍ତବିକାର, ଅରୁଚି, ବ୍ରଣ. ଜ୍ୱର ଓ ବିଷନାଶକ—ହିନ୍ଦୀ - ଶଦ୍ଦସାଗର]