Jump to content

ଗୋଟାଳି

ଉଇକିଅଭିଧାନ‌ରୁ

ଗୋଟାଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁଟିକା)

[ସମ୍ପାଦନା]
୧. ଗୋଲାକାର କ୍ଷୁଦ୍ର ୙ଡି ଖଣ୍ଡ — ୧. Rounded piece or chalk.

[ ଦ୍ର—ପୂର୍ବେ ଲୋକେ ଅଣ୍ଟାରେ ଗୋଟାଳି ଖୋସିଥେଲେ ଏହାଦ୍ୱାରା ଲୁଗାର ଖୋସଣି ଫିଟି ଯାଉ ନ ଥିଲା ଦରକାରବେଳେ ମାଟି ଉପରେ ଲେଖିବା କାର୍ଯ୍ୟ ମଧ୍ୟ ଏଥିରେ ଚଳୁଥିଲା]

୨. କ୍ଷୁଦ୍ର ଓ ଟାଣୁଆ ଖଣ୍ଡ — ୨. Small and hard pieces; lumps.