Jump to content

ଗୋଟିଖେଳ

ଉଇକିଅଭିଧାନ‌ରୁ

ଗୋଟିଖେଳ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ଖେଳ — A kind of play.


[ ଦ୍ର—ଏ ଖେଳରେ ଗୋଟିଏ ଗୋଟି ବା ଗୋଟାଳିକୁ ଦୂରରେ ଠିଆ ହୋଇ ମାରିବାକୁ ହୁଏ ତାହା ନିର୍ଦ୍ଦିଷ୍ଟ ସ୍ଥାନରେ ବାଜିଲେ ଖେଳାଳି ପୁରସ୍କାର ପାଏ, ନଚେତ୍ ଖେଳିବାଲାଗି ଡିପାଜିଟ କରିଥିବା ଫିସ୍ ତକ ହରାଏ]