Jump to content

ଗୋଠଆ

ଉଇକିଅଭିଧାନ‌ରୁ

ଗୋଠଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଗୋଷ୍ଠୀୟ)

[ସମ୍ପାଦନା]
୧. ଗୋଠରେ ଥିବା — ୧. Included in a flock; herded.
୨. ଗୋଠ ସମ୍ୱନ୍ଧୀୟ — ୨. Relating to a herd.