ଗୋଠଖଣ୍ଡିଆ
ଦେଖଣା
ଗୋଠଖଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା](ଗୋଠଖଣ୍ଡି—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଠଖଣ୍ଡିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେଉଁ ଜନ୍ତୁ ପହ୍ଲରୁ ପୃଥକ୍ ହୋଇ ରହେ —୧. (animal) Which keeps away from the herd.
- ୨. ଯେ ପହ୍ଲରୁ ପଛକୁ ରହିଯାଇଥାଏ — ୨. Strayed from the herd; stray (beast).
- ୩. (ମନୁଷ୍ୟ) ଯେ ଅନ୍ୟ ବ୍ୟକ୍ତି ସଙ୍ଗେ ମିଶେ ନାହିଁ — ୩. (a person) Unsociable; loving to live alone.