ଗୋଡ଼କୁ ଶାଙ୍କୋଳି ହାତକୁ ବେଡ଼ି
- ରୋ.ଟ୍ରା. — Goṟḍ̠aku ṡāṅkoḻi hātaku beṟḍ̠i.
- ଆଇ.ପି.ଏ. — ɡˈor.ʌkˌu ʃˈaŋkol̩ˌi hˈatʌkˌu bˈewr.i
(ଲକ୍ଷଣାର୍ଥ) କଠୋର ପ୍ରବନ୍ଧକ; ଅନ୍ତରାୟ; ବିଘ୍ନ — (figurative) Serious impediment.
ଭାର୍ଯ୍ୟା ହେଲା ତାଙ୍କ ଗୋଡ଼କୁ ଶାଙ୍କୋଳି ହାତକୁ ବେଡ଼ି କୁନ୍ତଳାକୁମାରୀ. ନଅତୁଣ୍ଡ