ଗୋଡ଼ତଳେ ପ଼ଡ଼ିବା
ଦେଖଣା
ଗୋଡ଼ତଳେ ପ଼ଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଡ଼ତଳେ ପ଼ଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଅନ୍ୟ ବ୍ୟକ୍ତିର ପାଦତଳେ ପତିତି ହେବା —To fall at another's feet.
[ ଦ୍ର—ଗୁରୁଜନ ବା ଦେବତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିବା ଓ କୌଣସି ବିନୀତ ପ୍ରାର୍ଥନା ବା କ୍ଷମା ପ୍ରାର୍ଥନା କରିବା ପାଇଁ ଲୋକେ ଏମାନଙ୍କ ଆଗରେ ଭୂମିରେ ମୁହଁମାଡ଼ି ଦଣ୍ଡବତ୍ ହୋଇ ପଡ଼ନ୍ତି]