Jump to content

ଗୋଡ଼ଧୁଆ କଂସା

ଉଇକିଅଭିଧାନ‌ରୁ

ଗୋଡ଼ଧୁଆ କଂସା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ କଂସାରେ ଶ୍ୱଶୁର ବିବାହ— ବେଦୀରେ ଜ୍ୱାଇଁଙ୍କର ପାଦ ଧୋଇ ଦିଅନ୍ତି —Wash-basin for the father-in-law washing the son-in-law's feet at the marriage-altar.