Jump to content

ଗୋଡ଼ଧୁଆ ପାଣି

ଉଇକିଅଭିଧାନ‌ରୁ

ଗୋଡ଼ଧୁଆ ପାଣି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦୋଦକ)

[ସମ୍ପାଦନା]

ପାଦୋଦକ; ପାଦ ଧୁଆ ହେବା ପରେ ପାଦରୁ ନିଃସୃତ ଜଳ — Water with which the feet are washed.

(ଯଥା—ତା ଗୋଡ଼ଧୁଆ ପାଣିକି କେହି ସରି ନୁହନ୍ତି)