ଗୋଡ଼ବଢ଼ାଇ ବସବା
ଦେଖଣା
ଗୋଡ଼ବଢ଼ାଇ ବସବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଡ଼ବଢ଼ାଇ ବସବା
|
ଦେଶଜ - କ୍ରି.
[ସମ୍ପାଦନା]କୌଣସି କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ ଓ ସଜ୍ଜିତ ଥାଇ ସେହି କାର୍ଯ୍ୟକୁ ଅପେକ୍ଷା କରି ରହିବା — To be ready and waiting to do some thing.