Jump to content

ଗୋଡ଼ମୋଡ଼ା

ଉଇକିଅଭିଧାନ‌ରୁ

ଗୋଡ଼ମୋଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗୋଡ଼ଘଷା — ୧. Massaging of the legs.
୨. ଯନ୍ତରେ ପାଣି ବୋହିବା ଲୋକର ଗୋଡ଼ ରଖିବା ପଟା —୨. The plank on which a person lifting water by a Jmacr;anta rests his feet.
୩. ଅସମତଳ ସ୍ଥାନରେ ବା ଖାଲରେ ଚାଲିଲାବେଳେ ଗୋଡ଼ର ଗଣ୍ଠି ମୋଡ଼ ହୋଇଯିବା —୩. A sprain of the leg.