ଗୋଡ଼ରୁ ପାଣି ମରିବା
ଦେଖଣା
ଗୋଡ଼ରୁ ପାଣି ମରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଡ଼ରୁ ପାଣି ମରିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବହୁତ ଚାଲି ଚାଲି ଗୋଡ଼ ଥକ୍କା ମାରିଯିବା; ଚଳତ୍ଶକ୍ତିହୀନ ହେବା — Being too much tired after. a long walking.
ପାରିକୁଦ ଦଉଡ଼ି ଗଉଡ଼ି ତାଙ୍କ ଗୋଡ଼ରୁ ପାଣି ମଲା—କୁନ୍ତଳାକୁମାରୀ ନଅତୁଣ୍ଡୀ