ଗୋଡ଼ହାତ ଧରିବା
ଦେଖଣା
ଗୋଡ଼ହାତ ଧରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଡ଼ହାତ ଧରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତଙ୍କ ପାଦ ତଳେ ପଡ଼ି ଆଶ୍ରୟ ଭିକ୍ଷା କରିବା —୧. To seek shelter by falling at the feet (of a person).
ଅରଜୁନ ମନନ୍ତେ ପାଣ୍ଡବେ ଅନାଥ, ହୋଇ ଆସି ଧରିବେ ତୁମ୍ଭ ଗୋଡ଼ ହାତ କୃଷ୍ଣସିଂହ . ମହାଭାରତ ଦ୍ରୋଣ
- ୨. କ୍ଷମା ଭିକ୍ଷା କରିବା —୨. To ask for pardon.