ଗୋଡ଼ା
ଦେଖଣା
ଗୋଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. ଗୁଡ଼ା; ମୁଗବିରି ଆଦି ଶସ୍ୟ ବୁଣିବାର ଉପଯୋଗୀ ଉଚ୍ଚ ଭୂମି —୧. High land for sowing cercals.
- ୨. ପଞ୍ଜର; ଝରକା —୨. Window.
- ୩. (ଗଡ଼ଜାତ) ମଦଭାଟିରୁ ବଳ ପଡ଼ିଥିବା ଭାତର ବା ମହୁଲର ସିଠା —୩. The refuse of mahwa flowers or boiled rice after brewing.
- ୪. (ଆଠଗଡ଼) ବିଆଳି ଧାନ — ୪. A kind of early paddy.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ନୈଷ୍ଠିକ (ଧର୍ମାବଲମ୍ୱୀ ବ୍ୟ୍ୟକ୍ତି) ଖାଣ୍ଟି (ଯଥା— ଗୋଡ଼ା ହିନ୍ଦୁ) —Orthodox.
ଅନୁବାଦ
[ସମ୍ପାଦନା]ଗୋଡ଼ା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୂଳଦୁଆ —୧. Foundation; basis.
- ୨. ସ୍ତମ୍ଭ —୨. Pillar.
ଅସ୍ଥିମାଳ ତହିଁ ପୋତିଅଛି ଗୋଡ଼ା—ପ୍ରାଚୀ. ବ୍ରହ୍ମନିରୂପଣଗୀତା
- ୩. କୌଣସି ବିଷୟର ଆଦି ବା ମୂଳ — ୩. The origin or beginning of anything.
- ୪. କାନ୍ଥ ଓ ଗଛ ଆଦିର ଭୂମିସଂଲଗ୍ନ ଅଂଶ — ୪. The part of a wall or tree just near the ground.
- ୫. ଗଛର ମୂଳ —୫. Root of a tree.