ଗୋଡ଼ା ବାନ୍ଧିବା
ଦେଖଣା
ଗୋଡ଼ା ବାନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଡ଼ା ବାନ୍ଧିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗଛ ବା କାନ୍ଥର ମୂଳରେ ମାଟି ଗଦାକରି ଦୃଢ଼ କରିବା —୧. To make a tree or wall firm by adding earth to its foot; to earth up.
- ୨. ଅବତାରଣା କରିବା —୨. To preface.