ଗୋଡ଼ି
ଦେଖଣା
ଗୋଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ରୁଗ୍ଣ; ତୁଳ ସମ୍ୱଲପୁର ରୁଗୁଡ଼; ସଂସ୍କୃତ - ଗୁଟିକା)
[ସମ୍ପାଦନା]- ୧. ସାନ ସାନ ପଥର ଖଣ୍ଡ —୧. Pebble; small pieces of stone; stone-bits or particles.
- ୨. କଙ୍କର —୨. Road-metal.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ଜିମିଖାଡ଼ ମାଛ —A sort of small fresh-water-fish.