ଗୋଡ଼ିବତା
ଚାଳଘରର ଓଳିତଳ ଆଡ଼କୁ ରୁଅର ମୁଣ୍ଡର ଛିଦ୍ରରେ ଗଳିଥିବା ସରୁ ବାଉଁ ଶଖଣ୍ଡମାନ — Small laths of bamboo passing through the lower eyes of the rafters of a thatched house.