Jump to content

ଗୋଡ଼ିଶିମ୍ୱ

ଉଇକିଅଭିଧାନ‌ରୁ

ଗୋଡ଼ିଶିମ୍ୱ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ଶମ୍ୱ —A kind of bean with very hard seeds.

[ ଦ୍ର—ଏଥିର ମଞ୍ଜି ଗୋଡ଼ିପରି ଗୋଲ , ଛୋଟ ଓ ଟାଣୁଆ]