Jump to content

ଗୋଡ଼ ଖସିବା

ଉଇକିଅଭିଧାନ‌ରୁ

ଗୋଡ଼ ଖସିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପିଚ୍ଛିଳ ଭୂମିରେ ଗୋଡ଼ ସ୍ଥିର ନ ରହି ସ୍ଖଳିତ ହେବା — Slipping of the feet on slippery ground.

ଗୋଡ଼ ଖସି ଖେଦ ହେବାର ଦରଦ— କବିସୂର୍ଯ୍ୟ. ବିଶୋରୀଚମ୍ପୂ. ଗ ଗୀତ

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଗୋଡ଼) ପିଚ୍ଛିଳ ଭୂମିରେ ଥୟ ହୋଇ ରହି ନ ପାରି ଇତସ୍ତତଃ ହେବା —(legs) To slip on a slippery ground.