ଗୋଡ଼ ଛାଟିବା
ଦେଖଣା
ଗୋଡ଼ ଛାଟିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଡ଼ ଛାଟିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମଲାବେଳେ ଗୋଡ଼କୁ ଇତସ୍ତତଃ ସଞ୍ଚାଳିତ କରିବା —୧. To beat the air with the legs in agony (at the time of dying).
- ୨. (ଶିଶୁ) ଅବୁଝ ହୋଇ ଭୂମିରେ ଗୋଡ଼କୁ ଇତସ୍ତତଃ ସାଞ୍ଚାଳିତ କରିବା —୨. (a child) To beat the air with the legs in a paroxysm of rage.