ଗୋଡ଼ ଧରିବା
ଦେଖଣା
ଗୋଡ଼ ଧରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଡ଼ ଧରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନ୍ୟର ପାଦ ଧରି ପ୍ରାର୍ଥନା କରିବା — ୧. To hold another's legs by way of beseeching.
- ୨. କ୍ଷମା ପ୍ରାର୍ଥନା କରିବା — ୨. To beg excuse or forgiveness.
ନୋହିଲେ ବା ଦୌପଦୀ ଗୋଡ଼କୁ ଧରନ୍ତୁ—କୃଷ୍ଣସିଂହ, ମହାଭାରତ ବନ
- ୩. ଅତି ମିନତି କରିବା — ୩. To solicit most humbly.