Jump to content

ଗୋଡ଼ ପକାଇବା

ଉଇକିଅଭିଧାନ‌ରୁ

ଗୋଡ଼ ପକାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. କୌଣସି ସ୍ଥାନରେ ଉପସ୍ଥିତ ହେବା —୧. To arrive at (a place)
୨. ନୃତ୍ୟାଦିର ତାଳ ଅନୁସାରେ ପାଦକୁ ଭୂମିରେ ପକାଇବା —୨. To move the legs on the ground according to the measure in music.