ଗୋଡ଼ ଭୂଇରେ ନ ଲାଗିବା
ଦେଖଣା
ଗୋଡ଼ ଭୂଇରେ ନ ଲାଗିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଡ଼ ଭୂଇରେ ନ ଲାଗିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଲକ୍ଷଣାର୍ଥ) ଆନନ୍ଦ ବା ଗର୍ବରେ ଅତ୍ୟନ୍ତ ବିହ୍ୱଳ ଓ ସ୍ଫୀତ ହେବା —୧. (figurative) Being besides one's self in pride or joy.
- ୨. ଶୂନ୍ୟରେ ଅବସ୍ଥାନ କରିବା ବା ଟେକାହେବା — ୨. Remaining suspended or lifted up in the air.