Jump to content

ଗୋଡ଼ ମାରିବା

ଉଇକିଅଭିଧାନ‌ରୁ

ଗୋଡ଼ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅନ୍ଧାର ରାତିରେ ବାଟରେ କିମ୍ୱା ପାଣିରେ ଯିବା ସମୟରେ ପାଣିର ଗଭୀରତା ଆଦି ଜାଣିବା ପାଇଁ ସେଠାରେ ଚାଲିବା ପୂର୍ବରୁ ଗୋଡ଼ଦ୍ୱାରା ସେ ସ୍ଥାନକୁ ଉଣ୍ଡିବା
୨. କାଦୁଆ ମାଟିପୂଳା ଆଦି ଥିବା ଅସମତଳ ସ୍ଥାନକୁ ସମତଳ କରିବା ଲାଗି ଗୋଡ଼ଦ୍ୱାରା ଚଲାଇବା