ଗୋଣ୍ଡ
ଦେଖଣା
ଗୋଣ୍ଡ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୁଣ୍ଡ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ନର୍ମଦା ଓ କୃଷ୍ଣା ନଦୀ ମଧ୍ୟରେ ବିନ୍ଧ୍ୟ ଅଞ୍ଚଳର ଅଧୀବାସୀ ବନ୍ୟ ନୀଚ ଜାତି ବିଶେଷ; ଗଣ୍ଡ ଜାତି — ୧. The Gonds; a wild people of low caste inhabiting the Bindhya ranges.
- ୨. ନାଭି —୨. Navel.
- ୩. ଗାଣ୍ଡୁ; ନାଭି ଦେଶର ବର୍ଦ୍ଧିତ ମାଂସ — ୩. Enlargement of the navel; a fleshy protuberance of the navel.
- ୪. ଯେଉଁ ବ୍ୟକ୍ତିର ଗାଣ୍ଡୁ ବାହାରି ଥାଏ — ୪. A person with fleshly navel.