Jump to content

ଗୋତମ

ଉଇକିଅଭିଧାନ‌ରୁ

ଗୋତମ

ଉଚ୍ଚାରଣ

[ସମ୍ପାଦନା]
(ଗୋତମୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଗୋ+ତମ)

[ସମ୍ପାଦନା]

ଅଙ୍ଗୀରସ୍ ବଂଶଜ ନ୍ୟାୟଦର୍ଶନ ପ୍ରଣେତା ମୁନି — A sage, author of logic (the Nyāya system of Hindu philosophy).

[ ଦ୍ର—ଏହାଙ୍କର ଅନ୍ୟ ନାମ ଗୌତମ ଏହାଙ୍କର ପୁତ୍ର ଶତାନନ୍ଦ ଓ ସ୍ରୀ ଅହଲ୍ୟା]

୨. ବୌଦ୍ଧମତ ପ୍ରଚାରକ ମୁନି; ଗୌତମ ବୁଦ୍ଧ — ୨. The Buddha.