ଗୋତରା
ଓର; ଟେର୍; ସନ୍ଧାନ — Trace; trail.
ମହାବଳ ବାଘ ଗୋରୁ ମାରି ଖାଉଛି ଏତିକି ବେଳେ ମଦନଶିକାରୀ ବାଘର ଗୋତରା ବାରି ବାରି ଯାଇ ସେଠାରେ ପହଞ୍ଚିଲା ଦୈନିକ ଆଶା. ୩୧୮୨୯: