Jump to content

ଗୋତା ମାରିବା

ଉଇକିଅଭିଧାନ‌ରୁ

ଗୋତା ମାରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପାଣିରେ ଡୁବିବା — ୧. To dive in the water.
୨. ଏକସ୍ଥାନ ଡ଼ୁବି ଅନ୍ୟସ୍ଥାରେ ବାହାରିବା — ୨. To dive at one place and come out at another.
୩. ଲୁଚିବା —୩. To hide oneself.
୪. ଗୋପନରେ ପରର ଅନିଷ୍ଟ କରିବା — ୪. To injure another by underhand practices.



ଗୋତା ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପାଣିରେ ଏକ ସ୍ଥାନରେ ଡୁବ ଦେଇ ଅନ୍ୟ ସ୍ଥାନରେ ଉଠିବା—୨ ବିଶ୍ୱାସଘାତକତା କରିବା