ଗୋତି
ଦେଖଣା
ଗୋତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋତ୍ର=ଗୃହ)
[ସମ୍ପାଦନା]- ୧. ପରଘରରେ ଆଶ୍ରୟ ମାଗି ପେଟ ପୋଷିବା — ୧. Living in the family of another person for maintenance and shelter.
- ୨. ଗୋଡ଼ରେ ଗୋଡ଼ ମାରି ଅନ୍ୟକୁ ତଳେ ପକାଇ ଦେବାର କୌଶଳବିଶେଷ — ୨. An artifice of felling another to the ground by striking his legs with one's own.
- ୩. ଯେ ପର ଘରେ ଆଶ୍ରୟ ନେଇ ପେଟ ପୋଷେ — ୩. A hanger-on; a toady.
- ୪. ଗୋତ୍ରୀୟ ବ୍ୟକ୍ତି — ୪. Kindred; kin; relative.