ଗୋତ୍ର
ଦେଖଣା
ଗୋତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୋ ଧାତୁ=ଶଦ୍ଦ କରିବା+ସଂଜ୍ଞାର୍ଥେ. ତ୍ର)
[ସମ୍ପାଦନା]- ୧. କୁଳ; ବଂଶ — ୧. Family; race; lineage.
- ୨. ବଂଶର ମୂଳ ପୁରୁଷ ବା କୁଳପ୍ରବର୍ତ୍ତକ ଋଷି; (ଯେଉଁ ଋଷିଙ୍କ ନାମ ଅନୁସାରେ କୌଣସି ବଂଶ ଚିହ୍ନିତ ହୁଏ) — ୨. The original ancestor or sage who gave the name to a family.
- ୩. ନାମ —୩ Name
- ୪. ଏକ ଋଷିଙ୍କଠାରୁ ଜାତ ଭିନ୍ନ ଭିନ୍ନ ପରିବାର — ୪. Families descended from one common ancestor.
- ୫. କ୍ଷେତ୍ର —୫. Field.
- ୬. ଗୋଗୋଷ୍ଠ —୬. A cow-pen.
- ୭. ପଥ —୭. Road; path.
- ୮. ଗୁହାଳ; ଗୋଗୃହ —୮. A cow-house.
- ୯. ଅରଣ୍ୟ —୯. Forest.
- ୧. ଛତା; ଛତ୍ର —୧୦. Umbrella.
୧୧: ଜାତି —୧୧. Caste; tribe; clan.
୧୨: ଶ୍ରେଣୀ —୧୨. Genus; class.
୧୩: ବହୁ; ସମୂହ —୧୩. Multitude.
ବାହୁଡ଼ି ସୁମନ୍ତ୍ର ଗଲା ନୃପ ପଚାରୁ କହିଲା ରାଣୀ ଗୋତ୍ରେ ପାତ୍ରେ ତହିଁ ଥିଲେ ଭଞ୍ଜ. ବୈଦେହୀଶବିଳାସ
୧୪: ବୃଦ୍ଧି —୧୪. Increase.
୧୫: ସମ୍ପତ୍ତି; ଧନ —୧୫. Wealth; riches.
୧୬: ଭବିଷ୍ୟତ୍ ଘଟନା ସମ୍ୱନ୍ଧେ ଜ୍ଞାନ — ୧୬. Knoledge of futurity.
୧୭: ପାହାଡ଼ (ହିନ୍ଦୀ - ଶବ୍ଦସାଗର) —୧୭. Hill.
୧୮: ସଂତତି; ସନ୍ତାନ (ହିନ୍ଦୀ - ଶବ୍ଦସାଗର) — ୧୮. Offspring.
୧୯: ବନ୍ଧୁ (ହିନ୍ଦୀ - ଶବ୍ଦସାଗର) —୧୯. Relative.
- ୨. (ଗୋ=ପୃଥିବୀ+ତ୍ରୈ ଧାତୁ=ରକ୍ଷା କରିବା+କତ୍ତୃ. ଆ)—ପର୍ବତ —୨୦. Mountain.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]କୁତ୍ସିତ —Ugly.