Jump to content

ଗୋତ୍ରଜ

ଉଇକିଅଭିଧାନ‌ରୁ

ଗୋତ୍ରଜ

ଉଚ୍ଚାରଣ

[ସମ୍ପାଦନା]
(ଗୋତ୍ରଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗୋତ୍ର+ଜନ୍ ଧାତୁ+କତ୍ତୃ. ଅ)

[ସମ୍ପାଦନା]

ଏକବଂଶୀୟ; ସଗୋତ୍ର —Discended from the same of primary ancestor; lineally discended from the same ancestor.

[ ଦ୍ର—ହିନ୍ଦୁଶାସ୍ତ୍ର ମତରେ ଗୋତ୍ରଜ ୨ ପ୍ରକାର; ଗୋତ୍ରଜ ସପିଣ୍ଡ ଓ ଗୋତ୍ରଜ ସମାନଦକ ]